ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ-ଜଳିଗଲା ୪ ବସ

ପୁରୀ : ପୁରୀ ବସଷ୍ଟାଣ୍ଡରେ ସୋମବାର ସଂଧ୍ୟାରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ବସ୍‌ ଜଳି ଯାଇଥିବାବେଳେ ଏକ ବଡ଼ ଅଘଟଣରୁ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ବସ୍‌ଷ୍ଟାଣ୍ଡ୍‌ରେ ଥିବା ଶହ ଶହ ବସ୍‌ରେ ନିଆଁ ଲାଗିବା ପୂର୍ବରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କାରଣ ସ୍ପଷ୍ଟ ହୋଇନଥିଲେ ବି ସଟ୍‌ସର୍କିଟ୍‌ରୁ କିମ୍ବା କେହି ଦୁର୍ବୃତ୍ତ ବସ୍‌ରେ ନିଆଁ ଲଗାଇ ଦେବାରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ … Continue reading ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ-ଜଳିଗଲା ୪ ବସ